କମିଲା ପେଟ୍ରୋଲ ଓ ଡିଜେଲ୍ ଦର

ଭୁବନେଶ୍ୱର : କମିଲା ପେଟ୍ରୋଲ ଓ ଡିଜେଲ୍ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମି ୭୪ ଟଙ୍କା ୭୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଲିଟର ପିଛା ୭ ପଇସା କମି ୭୪ ଟଙ୍କା ୧ ପଇସାରେ ପହଞ୍ଚିଛି ।
ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମିଥିବାବେଳେ ଚେନ୍ନାଇରେ ଲିଟର ପିଛା ୨୯ ପଇସା କମିଛି । ସେହିପରି ଡିଜେଲ ମୂଲ୍ୟ ଦିଲ୍ଲୀ ଓ କୋଲକାତାରେ ଲିଟର ପିଛା ୬ ପଇସା କମିଥିବାବେଳେ ମୁମ୍ବାଇରେ ୭ ପଇସା ଓ ଚେନ୍ନାଇରେ ଲିଟର ପିଛା ୨୨ ପଇସା କମିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ