ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଖୁସି ମନାଇଲେ ମହିଳା

ଆମେରିକାର ଦକ୍ଷିଣ କାରୋଲିନାରେ ରହୁଥିବା ମେରୀ ଲୋଲିସ ନାମକ ଜଣେ ମହିଳା ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଖୁସି ମନାଉଛନ୍ତି । ନିଜ ବିବାହ ଫଟୋ ପୋଡ଼ିବା ସହ ଗୋଡ଼ରେ ଦଳୁଥିବା ଦେଖିବାକୁ ମିଳୁଛି । ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଅନେକେ ପସନ୍ଦ କରିବା ସହ ଶେୟାର ମଧ୍ୟ କରୁଛନ୍ତି । ଲୋଲିସଙ୍କ କହିବା ଅନୁଯାୟୀ, ଜୀବନରେ ପ୍ରତ୍ୟେକ ସମ୍ପର୍କ ଯୋଡ଼ିହେବା ଏବଂ ଭାଙ୍ଗିବା ସମୟରେ ଖୁସି ମନାଇବା କଥା । ଏଥିପାଇଁ ସେ ଏପରି ଫଟୋସୁଟ୍ କରିଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ