ଗଂଜେଇ ଜବତ ,୧ ଗିରଫ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଂଜନଗର ଥାନା ଅଂଚଳରେ ଗତ କିଛି ଦିନ ଧରି ବେଆଇନ ଗଂଜେଇ ଚାଲାଣ ହେଉଥିବା ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିବା ବେଳେ ଭଂଜନଗର ପୋଲିସ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପ୍ରତି ମୁହୁର୍ତ୍ତ ପେଟ୍ରୋଲିଂ କରିଥାଏ । ଗତ କାଲି ପେଟ୍ରୋଲିଂ ସମୟରେ ଜଣେ ଯୁବକ ଗଂଜେଇ ଧରି ବସକୁ ଅପେକ୍ଷା କରିଥିବା ବେଳେ ଯୁବକ ଜଣକ ଠାରୁ ୪ କେଜି ରୁ ଅଧିକ ଗଂଜେଇ ଜବତ କରିବା ସହ ଯୁବକଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ପୋଲିସ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ