ମତାବାଜ ଗ୍ରାମରେ ଯୁବକଙ୍କ ଆତ୍ମହତ୍ୟା

ହାଟଡିହି, – ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ମତାବାଜ ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର

Read more

ରାଜ୍ୟ ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷାଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡା – ଜିଲ୍ଲା କାଯ୍ୟାଳୟ ସଦଭାବନା ସବା ଗୃହରେ ରାଜ୍ୟ ସରକାରଙ୍କ ଏକ ଅଭିନବ ଯୋଜନା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ମୋ

Read more

ରାମଗଡରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ବୁଗୁଡା – ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ରାମଗଡରେ ବନ ବିଭାଗ ଓ ପ୍ରାଣୀଧନ ବିଭାଗ ପକ୍ଷରୁ ମିଳିତ ଭାବେ ଏକ ମାଗଣା ପ୍ରାଣୀ ଚିକିତ୍ସା ଶିବିର ଗୁରୁବାର

Read more

ପତ୍ନୀକୁ ହତ୍ୟା ମାମଲାରେ ଜିଲ୍ଲାଦୈାରାଜଜଙ୍କ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡା – ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜର୍ଜ ବାସୁଦେବ ପଣ୍ଡା ପତ୍ନକୁ ହତ୍ୟା ମାମଲାରେ ସ୍ୱାମୀ ଓ ସଉତୁଣୀକୁ ଆଜୀବନ କାରାଦଣ୍ଡାଦେଶ ଦେବା

Read more

ନିଶାମୁକ୍ତ ସମାଜ ଦାବିରେ ଉତ୍କଳ ମହିଳା ସମିତିର ୩ୟ ଜିଲ୍ଲା ସମ୍ମିଳନୀ

କେନ୍ଦ୍ରାପଡା – ସ୍ୱାଧୀନତାର ଦୀର୍ଘ ୭୩ ବର୍ଷ ପରେ ବି ଭାରତ ବର୍ଷର ମହିଳା ୨ୟ ଶ୍ରେଣୀର ନାଗରିକ ଭାବରେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛି

Read more

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ

ଛତ୍ରପୁର: ଗଂଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନଂ ଜୋନ ଜିଲ୍ଲାପରିଷଦ ଉପନିର୍ବାଚନ ନିମନ୍ତେ ଭୋଟ ମତଦାନ ନଭେମ୍ବର ୨୭ତାରିଖ ଧାର୍ଯ୍ୟ ରହିଥିବା ବେଳେ ବିଭିନ୍ନ ରାଜନୈତିକ

Read more

ଯଶୋଦା ଫାଉଣ୍ଡେସନ ପକ୍ଷରୁ ଗରୀବ ଓ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଂଟନ

ଛତ୍ରପୁର: ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗୈାରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଦିନ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୈାରହିତ୍ୟରେ ଶୀତବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।।

Read more

ବ୍ୟାପକ ଜବରଦଖଲ ଯୋଗୁ ରେଳ ଲାଇନ ନିର୍ମାଣ ବିଳମ୍ବିତ : ପୀୟୂଷ ଗୋୟଲ

ରାଉରକେଲା-ଝାରସୁଗୁଡ଼ା ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ବ୍ୟାପକ ଜବରଦଖଲ ଯୋଗୁ ବିଳମ୍ବିତ ହୋଇଛି ବୋଲି ଆଜି ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ

Read more

ବୟନ ଶିଳ୍ପର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି : ସ୍ମୃତି ଇରାନୀ

ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ବୟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ଏହାର ସାମଗ୍ରୀକ ବିକାଶ ପାଇଁ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପମାନ ନେଇଛନ୍ତି ବୋଲି

Read more

ମ।ଣିତର।ରେ ମୋ ଗେହ୍ଲ। ଝିଅ କ।ର୍ଯ୍ୟକ୍ରମ

ବୁଗୁଡ। – ବୁଗୁଡ। ବ୍ଲକ ଅନ୍ତର୍ଗତ ମ।ଣିତର। ଗ୍ର।ମର ୫ ନମ୍ବର ଅଙ୍ଗନ।ବ।ଡି କେନ୍ଦ୍ରରେ ଗୁରୁବ।ର ମୋ ଗେହ୍ଲ। ଝିଅ  ଅନୁଷ୍ଟିତ ହୋଇଯାଇଛିି।ଏହି କ।ର୍ଯ୍ୟକ୍ରମକୁ ବୁଗୁଡ। ବିଡ଼ିଓ

Read more

Advertisement

ଏବେ ଏବେ