ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ସାମାଜିକ ସମୀକ୍ଷା ତାଲିମ

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍):ବାଲେଶ୍ୱର ସଦର ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନେଇ ଦିନିକିଆ ସାମାଜିକ ସମୀକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି

Read more

ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ୍‍):ସ୍ଥାନୀୟ ଟାଉନ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ-୨୦୧୯ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ

Read more

ଜନ ଅଦାଲତରେ ସରକାରଙ୍କୁ ପ୍ରଶ୍ନ କରିବେ ସାଧାରଣ ଜନତା

ଭୁବନେଶ୍ୱର : ସୋମବାର ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳିରେ ଜନ ଅଦାଲତ କରାଯିବ। ଏହି ଅଦାଲତରେ ସ୍ଥାନୀୟ ଲୋକମାନେ ସରକାରଙ୍କୁ ପ୍ରଶ୍ନ

Read more

ଆଜି ଉପସ୍ଥାପନ ହେବ ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ସମ୍ପର୍କରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟ ସୋମବାର ଉପସ୍ଥାପନ କରାଯିବ। ଫ୍ରାନ୍ସ ସରକାରଙ୍କ ସହିତ ଭାରତ ସରକାରଙ୍କର

Read more

ଭୁବନେଶ୍ୱର: ରାଜ୍ୟର ୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରର ଶୁଭାରମ୍ଭ ହୋଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍‌ଫରେସିଂ ଜରିଆରେ ଲୋକାର୍ପଣ

Read more

କଂଗ୍ରେସର ତଥ୍ୟ ମିଥ୍ୟା ପ୍ରମାଣିତ ହେବା ପରେ ଏବେ କଂଗ୍ରେସ ମିଛ ତଥ୍ୟର ସାହାର ନେଉଛି : ଅରୁଣ ଜେଟଲୀ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ଜାହାଜ କିଣା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ରବିବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧ ବିମାନ

Read more

ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଥମ ରୋଡ ସୋ, ସାମିଲ ହେବେ ରାହୁଲ ଗାନ୍ଧି

ଲକ୍ଷ୍ନୌ: କଂଗ୍ରେସ ଦଳର ମହାସଚିବ ହେବା ପରେ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ଲକ୍ଷ୍ନୌରେ ରୋଡ ସୋ କରିବେ । ତାଙ୍କ ସହିତ ଦଳ ଅଧ୍ୟକ୍ଷ ରାହୁଲ

Read more

ଦ୍ୱିତୀୟ ଦିନରେ ସ୍ୱାସ୍ଥ୍ୟ ମିଶନ କର୍ମ·ରୀ ସଂଘର ଧାରଣା, ଜାତୀୟ କୃମିନାଶକ ଦିବସ ବାଧାପ୍ରାପ୍ତ ହେବା ଆଶଙ୍କା

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ଜାତୀୟ କୃମିନାଶକ ଦିବସ ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ମ୍ୟାନେଜମେଈ୍‍ଔ ଅଧିକାରୀମାନେ ଧରୀଈୀରାୀ ବସିଛନ୍ତି । ଫଳରେ ପ୍ରାୟ ୮୦ ଲକ୍ଷରୁ ଉଦ୍ଧ୍ୱର୍

Read more

ଗୀତା ଯଜ୍ଞ ସହିତ ଗାନ୍ଧୀମାର୍ଗରେ ଅନଶନ ଷଷ୍ଠ ଦିନରେ ୧୧ରୁ ଜିଲ୍ଲାସ୍ତରୀୟ ଧାରଣା ଓ ୨୦ରେ ସଂଘର ବିଶାଳ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ୍‍): ପର୍ଯ୍ୟାପ୍ତ କାର୍ଯ୍ୟ ସହିତ ସର୍ବନିମ୍ନ ମାସିକ ୬୦୦୦ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ସମେତ ୪ ଦଫା ଦାବି ନେଇ ଗତ ୬ ଦିନ ଧରି ଭୁବନେଶ୍ୱର

Read more

ଝିଅ ଏବଂ ମହିଳାଙ୍କ ଏକମାତ୍ର ମହୋତ୍ସବ ‘ପରୀ’

ବାଲେଶ୍ୱର: ସ୍ଥାନୀୟ ଟାଉନହଲ ପରିସରରେ ଓଡିଶାର ଏକମାତ୍ର କେବଳ ଝିଅ ଏବଂ ମହିଳାମାନଙ୍କ ମହୋତ୍ସବ ‘ପରୀ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି

Read more

Advertisement

ଏବେ ଏବେ