ପଞ୍ଚାୟତକୁ କରେନାକୁ ପ୍ରବେଶ କରାଇ ନଦେବାକୁ ସରପଞ୍ଚଙ୍କ ସପଥ

ହାଟଡ଼ିହି,(ଓ୍ବାଇଏନ୍ଏସ୍):କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାର ଆସନ୍ତା ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାପରେ ଆଜି ଭିସି ମାଧ୍ୟମରେ ସରପଞ୍ଚ ମାନଙ୍କ ସହିତ କଥା ହୋଇଛନ୍ତି ।

Read more

କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ

ପାରାଦ୍ୱୀପ,(ପୀତବାସ ପ୍ରଧାନ):ଦେଶରେ କରୋନା ଯୁଦ୍ଧ ଆରମ୍ଭ ହେବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି । ଜନସାଧାରଣଙ୍କୁ କରୋନା ସମ୍ପର୍କିତ ଟିକ୍‌ନିକ୍ ଖବର ପହଞ୍ଚେଇବା

Read more

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡକୁ ଆର୍ଥକ ସହାୟତା ପ୍ରଦାନ

ପାରାଦ୍ୱୀପ,(ପୀତବାସ ପ୍ରଧାନ):ବିଶ୍ୱମହାମାରୀ କରୋନା ଭାଇରସ ର ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନିତୀ ଭୁଷୁଡିି ପଡିଛି । ଆମ ଦେଶ ତଥା ଆମରାଜ୍ୟ ଏହି ମହାମାରୀ ବିରୁଦ୍ଧରେ ଦୃଢ

Read more

କରୋନା ମୁକାବିଲା ନେଇ ସରପଞ୍ଚଙ୍କ ଶପଥ ପାଠ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ସହ ଲଢେଇ କରୁଛି ସାରା ରାଜ୍ୟ । ଆଉ ଏ ନେଇ ଆଜି ରାଜ୍ୟର ସମସ୍ତ ସଂରପଚଙ୍କ ସହ ଭିଡିଓ କନଫରେନ୍ସିରେ କଥା

Read more

ଦୁଇ ପିକ୍‌ଅପ୍‌ ସହ ୪୦୦ କେଜି ଗଞ୍ଜେଇ ଓ ଟଙ୍କା ଜବତ, ୫ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା, ଲକ୍‌ଡାଉନର ସୁଯୋଗ ନେଇ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନରେ ଗଞ୍ଜେଇ ଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ

Read more

ଟିମ୍ ହୁ୍ୟମାନିଟି ସ୍ନେକ ହେଲପଲାଇନର ଅଜଗର ସାପ ଉଦ୍ଧାର,ବନ ବିଭାଗକୁ ହସ୍ତାନ୍ତର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କୁଟିବାରି ରାସ୍ତାରେ ଏକ ବିରାଟ ଅଜଗର ସାପ ଥିବାର ଦେଖି ଗ୍ରାମର କିଛି ବ୍ୟକ୍ତି କନ୍ଧମାଳ ଟିମ୍ ହୁ୍ୟମାନିଟିର

Read more

କନ୍ଧମାଳରେ କାଳ ବୈଶାଖୀର ତାଣ୍ଡବ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ କାଳ ଵୈଶାଖୀର ତାଣ୍ଡବ । ଗୋଟିଏ ପଟେ ଲକ୍ ଡାଉନ୍ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ତା

Read more

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା:କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ଯୁବ ସମାଜସେବୀ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ପାତ୍ର(ଜିତୁ) ଙ୍କ ସ୍ବାଗତ ଯୋଗ୍ୟ ପଦକ୍ଷେପ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ

Read more

ସଫେଇ କର୍ମଚାରୀଙ୍କୁ ସୁରକ୍ଷା ପୋଷାକ ପ୍ରଦାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନ୍‌ଏସି ତରଫରୁ ସଫେଇ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ପୋଷାକ(ପିପିଇ) ଯୋଗାଇ ଦିଆଯାଇଛି। କରୋନା ଯୁଦ୍ଧରେ ଏମାନେ

Read more

ବେଲଗୁଣ୍ଠା ସହରରେ ସ୍ୱଚ୍ଛତା ବାଟବଣା,ତୁରନ୍ତ ସମାଧାନ ଦାବି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଞ୍ଚଳରେ ସ୍ୱଚ୍ଛତା ଆଣିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ।ସହର ସ୍ୱଚ୍ଛ ରହିବା ପାଇଁ ସ୍ୱତନ୍ତ୍ର ଭାବେ ସ୍ୱଚ୍ଛ ସାଥି,

Read more

Advertisement

ଏବେ ଏବେ