ନାଉଗାଁ ବ୍ଳକରେ ସାଧାରଣତନ୍ତ୍ର ଦିବସ ପାଳିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଳକରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଉଗାଁ ବ୍ଳକ କାର୍ଯ୍ୟାଳୟରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ତହସିଲ କାର୍ଯ୍ୟାଳୟରେ

Read more

ନୂଆବର୍ଷ ପ୍ରଥମ ମନ କୀ ବାତ୍ରେଦେଶବାସୀଙ୍କୁ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ

ମୋର ପ୍ରିୟ ଦେଶବାସୀ, ନମସ୍କାର! ଆଜି ଜାନୁଆରୀ ୨୬ ତାରିଖ । ଗଣତନ୍ତ୍ର ପର୍ବର ଅନେକ ଅନେକ ଶୁଭକାମନା । ୨୦୨୦ର ଏହା ପ୍ରଥମ ‘ମନ୍ କି

Read more

ମାଲକାନଗିରି ଅଙ୍ଗନବାଡ଼ି ଖାଦ୍ୟ ନିକୃଷ୍ଟମାନର ଏବଂ ହାନୀକାରକ : ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ, ଓଡ଼ିଶା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ରାଜ୍ୟରେ ମୁଖ୍ୟତଃ ଅନଗ୍ରସର ଆଦିବାସୀ ବହୁଳ ଜିଲ୍ଲାରେ ଶିଶୁମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯେଗାଇଦେବା ଏବଂ ଶିଶୁ ପୁଷ୍ଟିହୀନତାକୁ ରୋକିବା ପାଇଁ ରାଜ୍ୟ

Read more

କେନ୍ଦ୍ରାପଡା ପୋଲିସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିରରେ ୩୫ୟୁନିଟ ରକ୍ତ ସଂଗ୍ରହ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦ୍ରାପଡା ପୋଲିସ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ରବିବାର ପୂର୍ବାହ୍ନରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ

Read more

ପାଠାଗାର,ଜିମନାସିୟମ ଓ ଖେଳପଡିଆ ଉନ୍ନତିକରଣ ପାଇଁ ଶିଳାନ୍ୟାସ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ତହସିଲ କାର୍ଯ୍ୟାଳୟ ନିକଟରେ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସର୍ବସାଧାରଣ ପାଠାଗାର ଏବଂ ପ୍ରତିଯୋଗୀତା ମୂଳକ ପାଟ୍ୟ ପ୍ରସ୍ତୁତି,

Read more

କ୍ରାନ୍ତି ତରଫରୁ ମେରିଜାନ୍ ହିନ୍ଦୁସ୍ଥାନ-୨୦୨୦ ପାଳିତ

ବ୍ରହ୍ମପୁର, ,( ଯୁଗାବ୍ଦ ନ୍ୟୁଜ୍‌):ସ୍ଥାନୀୟ ବ୍ରହ୍ମାନଗର ସ୍ଥିତ କ୍ଲାନ୍ତି ଅନୁଷ୍ଠାନ ତରଫରୁ ସ୍ୱାଧାରଣ ତନ୍ତ୍ର ଦିବସ ଅବସରରେ ସାଂସ୍କୃ୍‌ତିକ କାର୍ଯର୍୍ୟକ୍ରମ ମେରିଜାନ ହିନ୍ଦୁସ୍ଥାନ -୨୦୨୦ ସ୍ଥାନୀୟ ହିଲପାଟନା

Read more

ପଞ୍ଚମୁଖୀ ହନୁମାନ ମନ୍ଦିର ର ପ୍ରତିଷ୍ଠା

ବେଲଗୁଣ୍ଠା,(ଶିବରାମ ଚୈାଧୁରୀ ): ପଇଲିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉସ୍ତପଲ୍ଲୀ ଗ୍ରାମରେ ନିର୍ମାଣାଧୀନ ପଞ୍ଚମୁଖୀ ହନୁମାନ ମନ୍ଦିର ର ପ୍ରତିଷ୍ଠା କାର‌୍ୟ୍ୟ ମହା ଆଡମ୍ବର ସହକାରେ ଚାଲୁରହିଛି।

Read more

ଦୋକାନ ବୁଲି ବ୍ୟବସାୟୀ ମାନଙ୍କୁ ସଚେତନତା କରାଇଲେ ଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଦିନକୁ ଦିନ ସୈାଦର୍ଯ୍ୟକରଣ କରାଯାଉଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମ ଛତ୍ରପୁର

Read more

ଜଙ୍ଗଲ ଜମି ଅଧିକାର ବଞ୍ଚିତ ହଜାର ହଜାର ଆଦିବାସୀ ଓ ବନବାସୀଗଣଧାରଣା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଆଦିବାସୀ ଓ ବନବାସୀଙ୍କ ହାତରେ ଜମି ଓ ଜଙ୍ଗଲର ଅଧିକାର , ଗଂଜାମ ଜିଲ୍ଲାର ନାକଚ ହୋଇଥିବା ୬୩୪୩ ଆବେଦନକାରୀଙ୍କୁ ଜଙ୍ଗଲର ଅଧିକାର

Read more

ରିପ୍ଲବିକ ଡେ’ କପ୍ ଫୁଟବଲ୍‌, ପତିତପାବନ ବିଜେତା ଓ ଭଞ୍ଜନଗର ଫୁଟବଲ୍ କ୍ଲବ ଉପବିଜେତା 

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଜିଲ୍ଲା ପ୍ରଶାସନ, ଛତ୍ରପୁର ୟୁରୋ କିଡସ୍ ପ୍ରି’ ସ୍କୁଲ ମିଳିତ ଆନୁକୂଲ୍ୟରେ ୫ ଦିନ ଧରି ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ରିପ୍ଲବିକ୍

Read more

Advertisement

ଏବେ ଏବେ