‘ଅଗଷ୍ଟ କ୍ରାନ୍ତି’ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଭାରତ ସ୍ୱାଧୀନତା ସଂଗ୍ରାମ ଐତିହାସିକ, ଚିରସ୍ମରଣୀୟ ଅଗଷ୍ଟ କ୍ରାନ୍ତି ଦିବସର ୭୭ତମ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ

Read more

ଭୁବନେଶ୍ୱରରେ ବଡ଼ ଧରଣର ଜମି ଜାଲିଆତି

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ଚନ୍ଦକା ଥାନା ମଳିପଡ଼ା ମୌଜାରେ ବ୍ୟାପକଭାବେ ଜମି ଜାଲିଆତି ହୋଇଛି । ଚଞ୍ଚକତାପୂର୍ଣ୍ଣ ଭାବେ ମିଛ ଜମି ମାଲିକ ଦେଖାଇବା ସହ

Read more

ଗୋପବାବୁ ଜଣେ ଭଲ ମଣିଷ ଥିଲେ

ଭୁବନେଶ୍ୱର , ରାମରାଜ୍ୟ ପରିଷଦର ଆଜୀବନ ସଦସ୍ୟ ତଥା ପୂର୍ବତନ ମୁଖ୍ୟଯନ୍ତ୍ରୀ ଗୋପବନ୍ଧୁ ରଥଙ୍କ ବିୟୋଗରେ ରାମରାଜ୍ୟପରିଷଦ ଓଡ଼ିଶା ଶାଖା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଓ

Read more

ରାଜଧାନୀ ରେ ଗଡିବ ଇଲେକ୍ଟ୍ରି ବସ୍

(ଯୁଗାବ୍ଦ ନ୍ୟୁଜ )ରାଜଧାନୀ ଭୁବନେଶ୍ୱର ର୍ ଯାତ୍ରୀ ମାନଙ୍କୁ ମିଳିବ ଅଧିକ ସୁବିଧା । କେନ୍ଦ୍ରସରକାରଙ୍କ ଫେମ ଇଣ୍ଡିଆ ଯୋଜନାରେ ଏହି ବସ ର ସୁବିଧା ପାଇପାରିବେ

Read more

ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର

(ଯୁଗାବ୍ଦ ନ୍ୟୁଜ )ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛୁ ହୀରୀକୁଦ ବନ୍ଦ ର ଜଳ ସ୍ତର ବର୍ତ୍ତ ମାନଜଳସ୍ତର ରହିଛି ୬୦୭.୯୭ ଫୁଟ ପ୍ରତି ସେକେଣ୍ଡରେ

Read more

ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ କାର‌୍ୟ୍ୟକାରୀ କରିବାକୁ ଓଡ଼ିଶା ଯୁବଛାତ୍ର ସଂଘର୍ଷ ସମିତି ଗଠିତ

ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କୁ ପାଠପଢା ଶେଷ ଦିନ ସରକାରୀ ନିଯୁକ୍ତି କିମ୍ବା ବେସରକାରୀ ନିଯୁକ୍ତି , ଗ୍ୟାରେଣ୍ଟି ସ୍କିମ୍ରେ କାର‌୍ୟ୍ୟକାରୀ

Read more

ନେତା ଓ ନେତ୍ରୀ ସମ୍ମିଳନୀରେ ଓଡ଼ିଶାର ରାଜନୈତିକ ଭବିଷ୍ୟତ’ ଆଲୋଚନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇ.ସି.ପି.)ର ଭୁବନେଶ୍ୱର କାର୍ଯ୍ୟାଳୟରେ ରାଜ୍ୟର ରାଜନୈତିକ ନେତା ଓ ନେତ୍ରୀ ସମ୍ମିଳନୀ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ

Read more

ସୁଷମା ସ୍ୱରାଜଙ୍କ ବିୟୋଗରେ ଜାତୀୟ ସାମ୍ବାଦିକ ୟୁନିୟନର ଶୋକ ପ୍ରକାଶ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟେ।ଗରେ ଜାତୀୟ ସାମ୍ବାଦିକ ୟୁନିଅନ (ଏନୟୁଜେଅ।ଇ) ଓଡ଼ିଶା ଶାଖା ସଭାପତି ରବି

Read more

ଭୁବନେଶ୍ୱରରେ ପଂଚମ ଜାତୀୟ ହସ୍ତତନ୍ତ ଦିବସ

ଓଡ଼ିଶା ବୁଣାକାରମାନେ ହସ୍ତତନ୍ତର ମହାନ ଓ ସୁନ୍ଦର କଳାକୁ ସଂରକ୍ଷିତ କରି ରଖିଛନ୍ତି ଏବଂ ଭାରତ ବଜାରରେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ସୃଷ୍ଟି କରିଛନ୍ତି

Read more

ସାମ୍ବାଦିକ ସୁରକ୍ଷା, ପେନସନ ଓ ସ୍ୱାସ୍ଥ୍ୟବୀମା କାଯର‌୍ୟକାରୀ ଦାବିରେ ଦେଶବ୍ୟାପୀ ସାମ୍ବାଦିକମାନଙ୍କୁ ସଂଗଠିତ କରାଯିବ

ଭୁବନେଶ୍ୱର : ଜାତୀୟ ସାମ୍ବାଦିକ ଅୁନିୟନ (ଏନୟୁଜେଅ ।ଇ)ର ରାଷ୍ଟ୍ରୀୟ କାଯର‌୍ୟକାରିଣୀ କମିଟି ବୈଠକ ଅ ।ନ୍ଧ୍ରପ୍ରଦେଶର ବିଜୟୱାଡ଼ାସ୍ଥିତ ଅମରାବତୀ ଠାରେ ଗତ ଦୁଇଦିନ ଧରି ଅନୁଷ୍ଠିତ

Read more

Advertisement

ଏବେ ଏବେ