ଶିଶୁ ସୁରକ୍ଷା ସମିତିର ଜିଲ୍ଲା ସ୍ତରୀୟ ବୈଠକ

ପାରଳାଖେମୁଣ୍ଡି ,(ଯୁଗାବ୍ଦ ନ୍ୟୁଜ୍) ; ପାରଳାଖେମୁଣ୍ଡି ଜିଲ୍ଲା ପରିଷଦ ସଭାଗୃହରେ ଶନିବାର ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା ସମିତିର ଷଷ୍ଠତମ ବୈଠକ ଜିଲ୍ଲା ପରିଷଦର ଅଧକ୍ଷା ଅନିତା

Read more

କ୍ଷୁଦ୍ର ଜଳ ସେଚନ ବିଭାଗର ପୁରାତନ କେନାଲ ର ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ରାଜାଙ୍କ ଅମଳରୁ ଥିବା କ୍ଷୁଦ୍ର ଜଳ ସେଚନ ବିଭାଗର କେନାଲ ପାଶ୍ୱର୍ରେ ଜବରଦଖଲ ଉଚ୍ଛେଦ

Read more

ଗଜପତି ଜିଲ୍ଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ବାଘଶାଳା ଗ୍ରାମରେ ଡେଙ୍ଗୁର ଆତଙ୍କ ଖେଳି ଯାଇଛି । ଦୀର୍ଘ ଦିନ ହେଲା ଗ୍ରାମରେ

Read more

କୃଷି ବିଜ୍ଞାନ କେନ୍ଦ୍ରରେ “ଜାତୀୟ ପଶୁରୋଧ ନିୟନ୍ତ୍ରଣ” ଶୁଭାରମ୍ଭ

ପାରଳାଖେମୁଣ୍ଡି :  (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଆର.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର ତଥା ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର ମିଳିତ ଆନୁକୁଲ୍ୟରେ ଆର.ଉଦୟଗିରି ସ୍ଥିତ

Read more

ବିହାର ଓ ଦିଲ୍ଲୀର ୨ଯୁୂବକ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ମୋହନା ପୋଲିସ ତରଫରୁ ଗତକାଲି ଏକ କାର ସହ ଚୋରାଚାଲାଣ ଗଞ୍ଜେଇକୁ ଜବତ କରାଯାଇଛି । ଏଥିରେ

Read more

ପହାଡିଆ ନଦୀରେ ବନ୍ୟାଜଳଗଜପତିର ୬୦ରୁ ଉର୍ଦ୍ଧ ଗ୍ରମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗତକିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ମୋହନା ବ୍ଲକରେ ରହିଥିବା କେତେକ ପାହାଡିଆ ନଦୀ ଓ

Read more

ଲୋକେ ଆତଙ୍କିତଗଜପତିରେ ପାହାଡ ଧସିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଲଗାଣ ବର୍ଷା ଯୋଗୁଁ ଗଜପତିରେ ଏକ ପାହାଡ ଧସି ସଂପୃକ୍ତ ଅଞ୍ଚଳର ଲୋକଙ୍କ ଠାରେ ଭୟ ଓ ଆତଙ୍କର କାରଣ

Read more

ପାରଳା ମହାରାଜା ସ୍ମାରକୀ ନିର୍ମାଣ ଓ ମହେନ୍ଦ୍ରତନୟା ଜଳକୁ ଆନ୍ଧ୍ର ଲୁଟି ନେବା ପ୍ରୟାସକୁ ବିରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ନବ ଉକ୍ରଳର ନିର୍ମାତା ତଥା ଓଡିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ପାରଳାଖେମୁଣ୍ଡିର ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମାରକୀ ନିର୍ମଣ

Read more

ଜିଲ୍ଲା ସ୍ତରୀୟ ସମନ୍ଵୟ କାର୍ଯ୍ୟକ୍ରମ ଅନୁÂିତ

ଗଜପତି, (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ୧ନଂ ସମ୍ମୀଳନୀ କକ୍ଷଠାରେଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ଅନୁÂିତ

Read more

ପୁରାତନ ଛାତ୍ରଙ୍କ ଉଦ୍ୟମରେ ବଦଳିଲା ହାଇସ୍କୁଲର ଘଡି 

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) -୧୮୫୭ ମସିହାରେ ସ୍ଥାପିତ ପାରଳା ମହାରାଜା ହାଇସ୍କୁଲର ଘଡି ଦୀର୍ଘ ବର୍ଷ ଧରି ଅଚଳଥିଲା । ଜଣେ ପୂରାତନ ଛାତ୍ରଙ୍କ ଉଦ୍ୟମରେ

Read more

Advertisement

ଏବେ ଏବେ