ଭଣ୍ଡରିପୋଖରୀ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ: ବିଜେଡି ଓ ବିଜେପିର ଗୋଷ୍ଠୀ କନ୍ଦଳରେ କଂଗ୍ରେସ ଫାଇଦା ନେଇ ପାରିବ ତ?
ବନ୍ତ,୨୭/୪(ହରି ନାରାୟଣ ମହାନ୍ତି) : ଭଦ୍ରକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର । ଏହି ନିର୍ବାଚନ ମଣ୍ଡଳୀଟି ବନ୍ତ ଓ ଭଣ୍ଡାରିପୋଖରୀ
Read more











