ପ୍ରଭାବୀ ବନୀକରଣର ମାଧ୍ୟମ ପାଲଟିଛି ବିହନ ପେଣ୍ଡୁ,ସଫଳତା ଦୃଷ୍ଟିରୁ ବଢୁଛି ବ୍ୟବହାର

ଭୁବନେଶ୍ୱର : ସାମୁଦ୍ରିକ ମହାବାତ୍ୟା ‘ଫନି’ ଉପକୂଳର ସବୁଜିମାକୁ ଛଡ଼ାଇ ନେଇଥିବା ବେଳେ ଦ୍ରୁତ ବନୀକରଣ ଜରିଆରେ ପୁଣିଥରେ ପ୍ରକୃତିର ସୁନ୍ଦରତା ଅଣାଯିବା ପାଇଁ ·ଲିଛି ପ୍ରୟାସ

Read more

ଓଡିଶା ର ପ୍ରଥମ ମହିଳା ଡାକ ଘର

ମହିଳା ମାନେ ଆଉ ଅବଳା କି ଦୃର୍ବଳା ନୁହନ୍ତି ଦେଶବିଦେଶରେ ସେମାନେ ନିଜର ପରକାଷ୍ଟା ଦେଖାଇ ସାରିଲେଣି ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ପାହାଡ ଚଢିବା

Read more

ପ୍ରିପେଡ୍ ମିଟରକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ବିରୋଧ

ଭୁବନେଶ୍ୱର, : ଓଡ଼ିଶାର ଘରେ ଘରେ ପ୍ରିପେଡ଼ ବିଜୁଳି ମିଟର ଲଗାଇବା ପାଇଁ ବିଜୁ ଜନତା ଦଳର ନିଷ୍ପତ୍ତିକୁ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି

Read more

ଆଜି ଶ୍ରୀଜିଉ ଙ୍କ ରାହୁରେଖା ଲାଗି ନୀତି

(ଯୁଗାବ୍ଦ ନ୍ୟୁଜ )ଆଜି ପାରମ୍ପରିକ ରୀତିନୀତିରେଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣ ରାହୁ ରେଖା ଲାଗି ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆଜି ଦ୍ବିତୀୟ

Read more

ଦାୟିତ୍ୱ ଗ୍ରହଣ କଲେ ସୁଧାଂସୁ ଷଡଙ୍ଗୀ

ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆପିଏସ୍ ଅଫିସର ସୁଧାଂସୁ ଷଡଙ୍ଗୀ । ତାଙ୍କୁ ସତ୍ୟଜିତ ମହାନ୍ତି ଙ୍କ ସ୍ଥାନରେ

Read more

କେବଳ ସ୍ମାର୍ଟ ମିଟର ନୁହେଁ, ସ୍ମାର୍ଟ ବିଜୁଳି ଶକ୍ତି ଦିଅ: ସମାଜବାଦୀ ପାର୍ଟି

ଭୁବନେଶ୍ୱର : ରାଜ୍ୟ ସରକାର ଗତକାଲି ରାଜ୍ୟର ୭୮ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥର ଦ୍ୱାହି ଦେଇ ରାଜ୍ୟରେ ବିଜୁଳି େ·ରି ରୋକିବା ପାଇଁ ସ୍ମାର୍ଟ ମିଟର ଓ

Read more

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରେଳପଥର ମହାପ୍ରବନ୍ଧକ

Read more

‘ଭାରତୀୟ ଭ୍ରଷ୍ଟାଚାର ନିବାରଣ’ ସଂସ୍ଥାର ସମ୍ପାଦକ ହେଲେ ବିପିନ ବିହାରୀ ନାୟକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଲାୟନ ଇଞ୍ଜିନିୟର ବିପିନ ବିହାରୀ ନାୟକ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଓଡ଼ିଶା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି

Read more

ରୋଡ ରୋମିଓଙ୍କ ଉପରେ ଲାଗିବ ଲଗାମ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ); କମିସନରେଟ ଟ୍ରାଫିକ ବ୍ୟବସ୍ଥା ହେବ ଆହୁରି ସୁଦୃଢ । ରୋଡ ରୋମିଓଙ୍କ ଉପରେ ଲାଗିବ ଲଗାମ । ଖୁବଶୀଘ୍ର ଭୁବନେଶ୍ୱର ଟ୍ରାଫିକର

Read more

ବିପ୍ଲବିଣୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟର ପ୍ରଥମ ନାରୀ ରାଜବନ୍ଦୀ, ସର୍ବଭାରତୀୟ କଂଗ୍ରେସ କମିଟିର ଓଡ଼ିଶାରୁ ପ୍ରଥମ ମହିଳା ପ୍ରତିନିଧି, ବିଧାନ ସଭାର ପ୍ରଥମ ମହିଳା ବିଧାୟିକା,

Read more

Advertisement

ଏବେ ଏବେ