ଘୋଷ ଯାତ୍ରା ପାଇଁ ପୁର୍ବତଟ ରେଲୱ ପକ୍ଷରୁ ଯାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ , (ଯୁଗାବ୍ଦ ନ୍ୟୁଜ)  ପାଖେଇ ଆସୁଛି ଜଗନ୍ନାଥଙ୍କ ଘୋଷଯାତ୍ରା ।ଗମନାଗମନକୁ ସୁଗମ କରିବା ପାଇଁ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିଆଗରେ ରଖି ପୁର୍ବାଞ୍ଚଳ ରେଲୱେ ଖୋର୍ଦ୍ଦାରୋଡ ଡିଭିଜନ

Read more

ନୂଆ ଉପବାଚସ୍ପତି ହେଲେ ରଜନୀ କାନ୍ତ ସିଂ

ବିଧାନସଭାର ଉପବାଚସ୍ପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ରଜନୀ କାନ୍ତ ସିଂ ନିର୍ବାଚିତ ହୋଇଛନ୍ତି । ଆଜି ବିଧାନସଭା ର ଆରମ୍ଭ ରେ ରଜନୀ

Read more

ଅ।ଉଟ୍ସେ।ର୍ସିଂ କର୍ମଚାରୀଙ୍କ ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର,( ଯୁଗାବ୍ଦ ନ୍ୟୁଜ )-ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କାର୍ଯ୍ୟରତ ଅ।ଉଟ୍ସେ ।ର୍ସିଂ କର୍ମଚାରୀଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ

Read more

ଗୃହରକ୍ଷୀମାନଙ୍କ ସମସ୍ୟା ସମାଧାନ ଦାବିରେ ଜିଲ୍ଲା କମିଟି ବୈଠକ

ବାଲେଶ୍ୱର,(,(ଯୁଗାବ୍ଦ ନ୍ୟୁଜ୍୍) ୍ର): ନିଖିଳ ଉକ୍ରଳ ଗୃହରକ୍ଷୀ ମହାସଂଘର ବାଲେଶ୍ୱର ଜିଲ୍ଲା କମିଟି କର୍ମକର୍ତ୍ତାମାନଙ୍କର ଏକ ଜରୁରୀ ବୈଠକ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି

Read more

ଓଡିଶାରେ ପ୍ରତିଷ୍ଠା ହେବ ୨ ଶୀତଳଭଣ୍ଡାର, ୨ ମେଗା ଫୁଡ ପାର୍କ

ପ୍ରଧାନମନ୍ତ୍ରୀ କିସାନ ସମ୍ପଦା ଯୋଜନା (ପିଏମକେଏସୱାଇ)ରେ ୩୧,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ନେଇ ଆଶା କରାଯାଉଛି । ଏହାଦ୍ୱାରା ୧,୦୪,୧୨୫ କୋଟି ଟଙ୍କାର ୩୩୪ ଲକ୍ଷ

Read more

ରାଜ୍ୟ ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା ଅନ୍ତର୍ଜାତୀୟ ନିଶାନିବାରଣ ଦିବସ ପାଳିତ

ପ୍ରତିବର୍ଷ ଜୁନ୍ ମାସ ୨୬ ତାରିଖ ଦିନଟି ଅନ୍ତର୍ଜାତୀୟ ନିଶାନିବାରଣ ଦିବସ ରୂପେ ପାଳିତ ହେଉଛି  । ବେଆଇନ୍ ନିଶାଦ୍ରବ୍ୟ ସେବନ ଓ କାରବାର ଦ୍ୱାରା ପ୍ରତିବର୍ଷ

Read more

ଇଣ୍ଡିଆନ୍ ବ୍ୟାଙ୍କ ରିଟାୟାରିଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଚେକ୍ ପ୍ରଦାନ

ଫନୀ ବାତ୍ୟା ରେ କ୍ଷତିଗ୍ରସ୍ତରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସାହାର୍ଯ୍ୟ କରିବାରେ ରାଜ୍ୟସରକାରଙ୍କ ଭୁମିକା ଅତୁଳନୀୟ । ସରକାରଙ୍କ ପ୍ରଚେଷ୍ଟାକୁ ସମର୍ଥନ ଜଣାଇ ଇଣ୍ଡିଆନ୍ ବ୍ୟାଙ୍କ ପେନସନର

Read more

ମହିଳା ମାନଙ୍କୁ  ସଚେତନ କରିବା ପାଇଁ ଗୀତ ଗାଇଲେ ଗଜପତି ଏସପି

ଯୁଗାବ୍ଦ ନ୍ୟୁଜ -ସବୁବେଳେ ଚର୍ଚ୍ଚାରେ ରହୁଥିବା ଗଜପତି ଏସ ସାରା ଶର୍ମା ଏବେ ଗୀତ ଗାଉଥିବା ଭିଡିଓ ଭାଇରାଲ ହୋଇଛି । ସେ କହିଛନ୍ତି ମହିଳା ସୁରକ୍ଷା

Read more

ସୂଚନା ଓ ଲୋକସର୍ମ୍ପକ ବିଭାଗର ନିର୍ଦ୍ଧେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ କୃପାସିନ୍ଧୁ ମିଶ୍ର

ଯୁଗାଦ୍ଧ ନ୍ୟୁଜ -କର୍ମ କ୍ଷେତ୍ର ରେ ଏକାଗ୍ରତା ସମୟାନୁବତ୍ତିିୀତା , ଦାୟୀତ୍ୱବୋଧତା ଉପରେ ଗୁରୁତ୍ୱ ଦେଇ ସୂଚନା ଓ ଲୋକସର୍ମ୍ପକ ବିଭାଗର ନିର୍ଦ୍ଧେଶକ ଭାବେ ଦାୟିତ୍ୱ ଗ୍ରହଣ

Read more

Advertisement

ଏବେ ଏବେ