ଇଣ୍ଡିଆନ୍ ବ୍ୟାଙ୍କ ରିଟାୟାରିଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଚେକ୍ ପ୍ରଦାନ
ଫନୀ ବାତ୍ୟା ରେ କ୍ଷତିଗ୍ରସ୍ତରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସାହାର୍ଯ୍ୟ କରିବାରେ ରାଜ୍ୟସରକାରଙ୍କ ଭୁମିକା ଅତୁଳନୀୟ । ସରକାରଙ୍କ ପ୍ରଚେଷ୍ଟାକୁ ସମର୍ଥନ ଜଣାଇ ଇଣ୍ଡିଆନ୍ ବ୍ୟାଙ୍କ ପେନସନର ଓ ରିଟାୟାରିଜ ଆସୋସିଲସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ରିଲିଫ ପାଣ୍ଠିକୁ ଦୁଇ ଲକ୍ଷ ୪ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଶା ତରଫରୁ ସଭପତି ଲକ୍ଷ୍ମୀନାରାୟଣ ତ୍ରିପାଠୀ , ସଂମ୍ପାଦକ କୁଳମଣି ନାୟକ , ଓ ଲଡୁ କିଶୋର କୁମାର ନନ୍ଦ , ଜୀବନ କୁମାର ମିଶ୍ର , ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍୍ ପ୍ରଦାନ କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


