କର୍କଟ ରୋଗରେ ପୀଡିତାଙ୍କୁ ଭେଟିଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ପଞ୍ଚାୟତ କରାତାଳି ଗ୍ରାମ ର ପୂର୍ବତନ ସରପଞ୍ଚ ଟି. ନରସିଂହ ରେଡ୍ଡୀ ଙ୍କ ଧର୍ମପତ୍ନୀ ଟି. ଦେବକୀ ରେଡ୍ଡୀ ଦୀର୍ଘ ଆଠ ମାସ ହେବ କର୍କଟ ରୋଗ ରେ ପୀଡିତ ହୋଇ ପ୍ରଥମେ ଭୁବନେଶ୍ୱର ଓ ପରେ ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ଏବଂବର୍ତ୍ତମାନ ସେ ସାମାନ୍ୟ ସୁସ୍ଥ ହୋଇ ଘର କୁ ଫେରିଥିବା ପରେ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଆଜି ଗ୍ରାମ ରେ ପହଂଚି ସମବେଦନା ଜଣାଇଛନ୍ତି,  ତାଙ୍କ ସହ ଯୁବ ନେତା ବନୋଜ ନାହାକ, ଶ୍ରମିକ ନେତା ଏନ. ଦୁର୍ଯୋଧନ ରେଡ୍ଡୀ, ଗଞ୍ଜାମ ବ୍ଲକ ପୂର୍ବତନ  ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡା, ବଉଳଗାଁ ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା ଙ୍କ ସହ ବିପୁଲିଙ୍ଗି ପଂଚାୟତ ର  କାମରାଜୂ ଖୁଣ୍ଟିଆ, ସୁକାନ୍ତ ନାହାକ, ପୂର୍ବତନ ସରପଞ୍ଚ ସୋମନାଥ ନାହାକ, ନାରୟଣ ରେଡ୍ଡୀ, ସୀମାଦ୍ରୀ ରେଡ୍ଡୀ, ଡ଼ମ୍ବୁର ରେଡ୍ଡୀ, ବିଭୁ ଚୌଧୁରୀ, ପଞ୍ଚାନନ ଆଚାର୍ଯ୍ୟ, ମଣ୍ଡଳ ସଭାପତି ଲୋକନାଥ ରେଡ୍ଡୀଙ୍କ ସହ ଅନେକ ନେତା ପହଂଚି ବିଧାୟକ ଙ୍କ ସହ ସମବେଦନା ଜଣାଇଥିଲେ ଆଗାମୀ ଦିନରେ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ