ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଚିକିଟି -15/1-(ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି ବ୍ଲକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ପଲଙ୍କର  ଛାତ୍ରୀ ସୁଶ୍ରୀ ପଦ୍ମିନୀ ପ୍ରଧାନ ପଞ୍ଚମ ମେଧା ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାପା ଦୁର୍ଯ୍ୟୋଧନ ପ୍ରଧାନ ଓ ମା ମିନତୀ ପ୍ରଧାନ ଙ୍କ ସୁଯୋଗ୍ୟ ସନ୍ତାନ ପଦ୍ମିନୀ ପାଠ ପଢା ସହିତ ଅନ୍ୟାନ୍ୟ  ଦକ୍ଷତା ମଧ୍ୟ ରଖିଛନ୍ତି। ତାଙ୍କୁ ବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଭବିଷ୍ୟତ ଉଜ୍ଜଳ କାମନା କରାଯାଇଛି.ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ବେହେରା ଙ୍କ ପୌରାହିତ୍ୟ ରେ ସହକାରୀ ଶିକ୍ଷକ ଭାବାନି ପ୍ରସାଦ ମହାପାତ୍ର,ରବୀନ୍ଦ୍ର ବେହେରା,କାନହୁ  ମହାରଣା,ପ୍ରବୀଣା ମଣ୍ଡଳ,ସନ୍ତୋଷ ସେଠି,ଅଭିରାମ ଗୌଡ଼,ପ୍ରିୟଙ୍କା ଚୌଧୁରୀ ପ୍ରମୁଖ ଆଶ୍ରିବାଦ କରିଥିଲେ। ପଦ୍ମିନୀ ଆଗାମୀ ଦୁଇ ବର୍ଷ ପାଇଁ ଉଚ୍ଚତର ସରକାରୀ ବୃତ୍ତି ହିସାବ ରେ ଆର୍ଥିକ ସହାୟତା ପାଇବେ.ତାଙ୍କ ଏ ସଫଳତା ରେ ଗ୍ରାମବାସୀ,ଶିକ୍ଷା ବିଭାଗ ତଥା ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। ପଦ୍ମିନୀ ଆଗାମୀ ଦୁଇ ବର୍ଷ ପାଇଁ ଉଚ୍ଚତର ସରକାରୀ ବୃତ୍ତି ହିସାବ ରେ ଆର୍ଥିକ ସହାୟତା ପାଇବେ.ତାଙ୍କ ଏ ସଫଳତା ରେ ଗ୍ରାମବାସୀ,ଶିକ୍ଷା ବିଭାଗ ତଥା ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ