ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କର ଚେସ ରେ ସଫଳତା
ବାଲେଶ୍ବର(ସରୋଜ ପଣ୍ଡା): ହାଇଦ୍ରାବାଦ ଠାରେ ଅନୁଷ୍ଠିତ ୧୨ ତମ ଦୃଷ୍ଟି ବାଧିତ FIDE Rating National Open Chess Tournament ର ଫାଇନାଲ ଦିବସରେ ବାଲେଶ୍ଵର ସ୍ଥିତ ରାଣୀ ପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ର ମନିଷା ଟୁଡୁ ଶ୍ରେଷ୍ଠ କନିଷ୍ଠ ବାଳିକା ଖେଳାଳି ଭାବରେ ପୁରସ୍କୃତ ହେବା ସହିତ ଚନ୍ଦନ ସୋରେନ ଶ୍ରେଷ୍ଠ କନିଷ୍ଠ ବାଳକ ଖେଳାଳି ଭାବରେ ପୁରସ୍କୃତ ହୋଇଛନ୍ତି। ଏହି ସଫଳତା ପାଇଁ ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିବାକର ସ ଦୁଇ ଜଣ ଙ୍କୁ ଶୁଭକାମନା ଜଣାଇବା ସହିତ କୋଚ୍ ପ୍ୟାରିମୋହନ ଭୂୟାଁ ଙ୍କୁ ଭୂୟିୟସି ପ୍ରଶଂସା କରିଛନ୍ତି ।


