ଅଷ୍ଟମ ବାଟାଲିୟନର ନୂତନ କମାଣ୍ଡାଣ୍ଟ୍ ହେଲେ ସୂର୍ଯ୍ୟନାରାୟଣ ମଲ୍ଲିକ

ଗଞ୍ଜାମ, (ୱାଇଏନ୍‌ଏସ୍‌): ଗଞ୍ଜାମ ନିକଟସ୍ଥ ନୂଆଗାଁ ସ୍ଥିତ ଅଷ୍ଟମବାଟାଲିୟନ ନୂତନ ଦୁର୍ଗପତି (କମାଣ୍ଡାଣ୍ଟ୍)ରୂପେ ସୂର୍ଯ୍ୟନାରାୟଣ ମଲ୍ଲିକ ଦାଇତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ କାର୍ଯ୍ୟରତ ଦୁର୍ଗପତି  ଉଦୟନାଥ

Read more

Advertisement

ଏବେ ଏବେ