ଆଫଗାନିସ୍ତାନରେ ବିସ୍ଫୋରଣ : ୨ ଆମେରିକୀୟ ସୈନ୍ୟ ମୃତ

କାବୁଲ : ଆଫଗାନିସ୍ତାନରେ ଅବସ୍ଥାପିତ ଦୁଇ ଆମେରିକୀୟ ସୈନ୍ୟ ଏକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

Read more

Advertisement

ଏବେ ଏବେ