ଆଳୁ ବୋଝେଇ ଟ୍ରକ ରେ ଗଞ୍ଜେଇ ଚାଲାଣ ବେଳେ ଦୁର୍ଘଟଣା ୨୫ ବସ୍ତା ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳାରେ ଦୁର୍ଘଟଣାଗ୍ରସ୍ତ ଆଳୁ ବୋଝେଇ ଟ୍ରକ୍ ରୁ ୨୫ ବସ୍ତା ଗଞ୍ଜେଇ ଜବତ କରିଛି ପାଟପୁର ପୋଲିସ।

Read more

Advertisement

ଏବେ ଏବେ