ଚୋରା ମଦ କାରବାର କୁ ବରଦାସ୍ତ କରାଯିବନି, ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ବୈଠକରେ ନିଷ୍ପତି…
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ଉପଖଣ୍ଡ ସ୍ତରୀୟ ମଲ୍ଟିଡିସିପ୍ଲିନାରୀ ବୈଠକ ଅନୁଷ୍ଠିତ ହେଇଯାଇଛି
Read more


