କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ
କଟକ,(ଓ୍ବାଇଏନ୍ଏସ୍): କଟକର କନିକା ଛକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ନିଆଁ ଲିଭାଇବା କାମରେ ଅଗ୍ନିଶମ ବାହିନୀର ୫ଟି ଗାଡ଼ି ନିୟୋଜିତ ହୋଇଛନ୍ତି।
Read moreକଟକ,(ଓ୍ବାଇଏନ୍ଏସ୍): କଟକର କନିକା ଛକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ନିଆଁ ଲିଭାଇବା କାମରେ ଅଗ୍ନିଶମ ବାହିନୀର ୫ଟି ଗାଡ଼ି ନିୟୋଜିତ ହୋଇଛନ୍ତି।
Read more