କରୋନା ପାଇଁ ଭାରତ ଓ ବାଂଲାଦେଶ ବାଣିଜ୍ୟରେ କ୍ଷତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ପେଟ୍ରୋପୋଲ-ବେନାପୋଲ୍ ସୀମାନ୍ତ ଦେଇ ବାଂଲାଦେଶରୁ ଭାରତକୁ ଆସୁଥିବା ସାମଗ୍ରୀ ଅଟକାଇବାକୁ ନିଷ୍ପତ୍ତି ନେବାରୁ ବାଣିଜ୍ୟରେ ସାଙ୍ଘାତିକ କ୍ଷତି ଦେଖାଦେଇଛି ।

Read more

Advertisement

ଏବେ ଏବେ