କଲ୍ୟାଣ ସିଂହଙ୍କ ଆଦର୍ଶ, ମୂଲ୍ୟବୋଧ ଏବଂ କର୍ତବ୍ୟନିଷ୍ଠା ସର୍ବଦା ପ୍ରେରଣା ହୋଇ ରହିବ: ଧର୍ମେନ୍ଦ୍ର ପ୍ରଧାନ
ଅଲିଗଡ଼/ଉତରପ୍ରଦେଶ, ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ କ୍ଷମତାକୁ ତ୍ୟାଗ କରିଥିବା ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଆଦର୍ଶ, ତାଙ୍କର ଜୀବନ ମୂଲ୍ୟବୋଧ ଏବଂ କର୍ତବ୍ୟନିଷ୍ଠା
Read more


