କାର ସହ ଗଞ୍ଜେଇ ଜବତ; ୫ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ଆର୍‌. ଉଦୟଗିରି ପୋଲିସ୍ ପକ୍ଷରୁ ଏକ କାର୍‌କୁ ଯାଞ୍ଚ କରାଯାଇ ସେଥିରୁ ୧୦୦ କେ.ଜି ପରିମାଣର ଗଞ୍ଜେଇ ଜବତ କରାଯାଇଛି ।

Read more

Advertisement

ଏବେ ଏବେ