କିମ୍ସ ଡାକ୍ତରଖାନା ପକ୍ଷରୁ ସଚେତନତା ସହ ମାଗଣା ସ୍ୱାସ୍ଥ୍ୟ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବାରଣାସୀ ମାଧ୍ୟାମିକ ବିଦ୍ୟାଳୟ ଠାରେ ଏକ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ବିଜୁ ସ୍ୱାସ୍ଥ୍ୟ ଯୋଜନା ଓଡିଶା ସରକାର

Read more

Advertisement

ଏବେ ଏବେ