କୁତରଙ୍ଗ ପଞ୍ଚାୟତରେ ରେକର୍ଡ ସଂଖ୍ୟକ ୩୯୫ଜଣଙ୍କ ସ୍ୱାବ ସଂଗ୍ରହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କୁତରଙ୍ଗ ପଞ୍ଚାୟତରେ ଶୁକ୍ରବାର ରେକର୍ଡ ସଂଖ୍ୟକ ୩୯୫ ଜଣଙ୍କ ଠାରୁ କରୋନା ପରୀକ୍ଷା ନିମନ୍ତେ ସ୍ୱାବ ସଂଗ୍ରହ କରାଯାଇଥିବା ଜଣାପଡିଛି ।

Read more

Advertisement

ଏବେ ଏବେ