କୃଷକ ମାନଙ୍କ ଉପରେ ଗାଡି ଚଢାଇବା ଘଟଣାରେ ହତ୍ୟାକାରିକୁ ତୁରନ୍ତ ଗିରଫ୍ କରିବା ଦାବୀ ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
ଛତ୍ରପୁର, (ଦେବଦତ୍ତ ମହାରଣା) : ସଂଯୁକ୍ତ କିଶାନ ମୋର୍ଚ୍ଚା ଛତ୍ରପୁର ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍ତର
Read more


