କୋଟିଏ ଟଙ୍କାର ଧଳା ଜହର ଜବତ, ୩ ବେପାରୀ ଗିରଫ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି ।

Read more

Advertisement

ଏବେ ଏବେ