ଗଞ୍ଜାମ ତହସିଲ ପକ୍ଷରୁ ୨୮୫ଟି ଗ୍ରାମକଣ୍ଟକ ପଟ୍ଟା ବଣ୍ଟନ

ଗଞ୍ଜାମ, (ବିନୋଦ ପଲାଇ):ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମକଣ୍ଟ ପଟ୍ଟା ବଣ୍ଟନ ଅଭିଯାନ ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ତହସିଲ ପକ୍ଷରୁ ଗ୍ରାମକଣ୍ଟ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ