ଗଞ୍ଜାମ ସହରର ଦୁଇଟି ପ୍ରବେଶ ପଥକୁ ସିଲ ଚେକିଙ୍ଗ କଡାକଡି

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି l ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଦିନ ରାତି ଗୋଟେ କରିଦେଛି ।

Read more

Advertisement

ଏବେ ଏବେ