ଗୁଣି ଗାରେଡି ସନ୍ଦେହ ରେ ବୃଦ୍ଧଙ୍କୁ ହତ୍ୟା : ଆତ୍ମ ସମର୍ପଣ କଲା ହତ୍ୟାକାରୀ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ରେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ପଞ୍ଚାୟତର ଛେରାଟାଙ୍ଗର ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି

Read more

Advertisement

ଏବେ ଏବେ