ଛତ୍ରପୁର ସରକାରୀ ଆଇଟିଆଇ ରକ୍ତଦାନ ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ସରକାରୀ ଆଇଟିଆଇ ଶୁକ୍ରବାର ଦିନ ଏକ ରକ୍ତଦାନ ଶିବିର ପ୍ରିନ୍ସପାଲ୍ ଇଂ ମନ୍ମଥ କୁମାର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ