ଜାଡ଼ ରେ ଥରୁଛି କରଞ୍ଜିଆ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ପ୍ରବଳ ଶୀତ ରେ ଥରୁଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଓ ଆଖପାଖ ଅଞ୍ଚଳ ।କରଞ୍ଜିଆ ସହର ଯାତୀୟ ଉଦ୍ୟାନ ଶିମିଳିପାଳ ପାଦଦେଶ ଅନ୍ତର୍ଗତ ।

Read more

Advertisement

ଏବେ ଏବେ