ଜାତୀୟ ରାଜପଥ- ୪୯ ବାମନଘାଟୀର ଟ୍ରାଫିକ ସମସ୍ୟା ନେଇ ବାମନଘାଟୀ ଯୁବଗୋଷ୍ଠୀ ତରଫରୁ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଦାବିପତ୍ର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଓଡିଶାର ସର୍ବବୃହତମ ମୟୂରଭଂଜ ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥ ବାମନଘାଟୀ ପେଟ ଦେଇ ଯାଇଛି । ଏହି ଜାତୀୟ ରାଜପଥ ମୟୂରଭଂଜ
Read more


