ଜୀବନ ବିନ୍ଦୁ ୬ଷ୍ଠ ଦିନରେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନହଲ ପରିଶରରେ ଜିଲ୍ଲା ବିଜେଡି ପକ୍ଷରୁ ଜିବନ ବିନ୍ଦୁ ରକ୍ତ ଦାନ ଶିବୀର ୬ଷ୍ଠ ଦିନରେ ପହଞ୍ଚିଛି ।

Read more

Advertisement

ଏବେ ଏବେ