ଜି.ପି.ଏ.ଟି. ପରୀକ୍ଷା ସର୍ବଭାରତ ସ୍ତରରେ ସାଗରଙ୍କ ସଫଳତାସବୁ ମହଲରେ ଶୁଭେଚ୍ଛାର ସୁଅ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗ୍ରାଜୁଏଟ୍ ଫାର୍ମାସୀ ଏପ୍ଟିଟୁଡ୍ ଟେଷ୍ଟ(ଜିପିଏଟି) ପରୀକ୍ଷାରେ ସର୍ବଭାରତ ସ୍ତରରେ ଛତ୍ରପୁର ସହରର ସାଗର କୁମାର ସୁବୁଦ୍ଧି ଦ୍ୱିତୀୟ ସ୍ଥାନ ରଖି ସଫଳତା ହାସଲ କରିଛନ୍ତି
Read more


