ପାଟପୁର ଥାନା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ,ଦିନ ଦିପହର ରେ ବନ୍ଧୁକ ଦେଖାଇ ସୁନା,ଟଙ୍କା ଲୁଟିବା ସହ ଅପହରଣ, ସୁପାରୀ ନେଇ ହତ୍ୟା ଯୋଜନାରୁ ବର୍ତିଲେ ଗୁରୁପ୍ରସାଦ
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ):ଗଂଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି।ଚୋରି ଡକାୟତି ରାହାଜାନୀ ସାଙ୍ଗ କୁ ମଦୁଆ ଙ୍କ ଉତ୍ପାତ ଜୁଆ
Read more


