ଟାଉନ୍ ଥାନା ପକ୍ଷରୁ ଭ୍ରାମ୍ୟମାଣ ରକ୍ତଦାନ ଶିବିର

ବ୍ରହ୍ମପୁର, (ଓ୍ୱାଇଏନ୍‌ଏସ୍‌): ଲକ୍‌ଡ଼ାଉନ୍ ଯୋଗୁଁ ମେଡିକାଲ୍‌ରେ ରକ୍ତର ଅଭାବ ଦେଖାଦେଉଛି । ବ୍ରହ୍ମପୁର ପୋଲିସ ପକ୍ଷରୁ ଏ ଦିଗରେ ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ