ଖରାଦିନ ଆରମ୍ଭରୁ ଜଳକଷ୍ଟ, ଟାଙ୍କି ଅଛି ହେଲେ ପାଣି ନାହିଁ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ ଖରାଦିନ ଆସିଯାଇଛି , ଟୋପେ ବିଶୁଦ୍ଧ ପିଇବାପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ହେଲେ ଦୁଃଖ ଶୁଣୁଛି କିଏ..?

Read more

Advertisement

ଏବେ ଏବେ