ଡାକ୍ତର ଶ୍ରୀକାନ୍ତ ମହାନ୍ତିଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ

ବାଲେଶ୍ୱର, (ସରୋଜ ପଣ୍ଡା):ଖଇରା ବ୍ଲକ ଅମରିଆ ଅଞ୍ଚଳର ଅବସର ପ୍ରାପ୍ତ ଚିକିତ୍ସକ ଡା. ଶ୍ରୀକାନ୍ତ ମହାନ୍ତିଙ୍କ ଦୁଇଟି ପୁସ୍ତକ‘ଦାୟୀକିଏ’ ଏବଂ ‘ସୌଭାଗ୍ୟଲକ୍ଷ୍ମୀ’ ରବିବାର ଲୋକାର୍ପିତ ହୋଇଯାଇଛି ।

Read more

Advertisement

ଏବେ ଏବେ