ଦ୍ୱିତୀୟ ପର୍ଯ୍ୟାୟରେ ସାନଖେମୁଣ୍ଡି ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ କାଯ୍ୟଳୟରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ ଆରମ୍ଭ ହୋଇଛି । ଦ୍ୱିତୀୟ  ପର୍ଯ୍ୟାୟରେ କୋଭିଡ ୱାର୍କର ମାନଙ୍କୁ ଟିକା ପ୍ରଦାନ କରାଯାଇଛି

Read more

Advertisement

ଏବେ ଏବେ