ଧନୁର୍ଜୟପୁର ପଞ୍ଚାୟତର ଉନ୍ନୟନ ମୁଳକ କାର୍ଯ୍ୟ ତଦାରଖ କଲେ ବିଡିଓ  

ହାଟଡିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଆଦିବାସୀ ବହୁଳ ପଞ୍ଚାୟତ ଭାବେ ପରିଗଣିତ ଧନୁର୍ଜୟପୁର ପଞ୍ଚାୟତରେ ଚାଲିଥିବା ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରିଛନ୍ତି ବିଡିଓ ।

Read more

Advertisement

ଏବେ ଏବେ