ନିବେଶ ପରିଚାଳନା ବୋର୍ଡ଼ ପାଇଁ ଯୋଗ୍ୟ ବ୍ୟକ୍ତି ବାଛିବାକୁ କମିଟି ଗଠନ

ନୂଆଦିଲ୍ଲୀ : ରାଜପଥ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ସୁଗମ କରିବାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍‌ଏଚ୍‌ଏଆଇ ଏକ ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଇନ୍‌ଭିଟ୍‌ ଗଠନ କରିବ

Read more

Advertisement

ଏବେ ଏବେ