ପଳସିଂହା ପଂଚାୟତ ସମିତିସଭ୍ୟ କାର୍ଯ୍ୟନିର୍ବାହୀ ଥିବା ୨ଟି ପ୍ରକଳ୍ପର କାର୍ଯ୍ୟ ଭିଜିଲାନ୍ସ ତଦନ୍ତାଧିନ ରହିଛି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମପଂଚାୟତର ଗତ ୨୦୧୦ମସିହାର ୨ଟି ପ୍ରକଳ୍ପ କାର୍ଯ୍ୟ କଟକସ୍ଥିତ ଭିଜିଲାନ୍ସ ବିଭାଗର ତଦନ୍ତାଧିନ ଥିବା ସୂଚନାମିଳିଛି ।
Read more


