ବର୍ଷିଆନ ସମାଜସେବୀ ପଞ୍ଚାନନ ରଥଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବର୍ଷିଆନ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଦୁର୍ଯ୍ୟୋଧନ ରଥଙ୍କ ପିତା ପଞ୍ଚାନନ ରଥଙ୍କର ୯୫ବର୍ଷ ବୟସରେ ଦୁହୁରିଆ ପାଣ୍ଡିରୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ