ଭାରତ ଚୀନ୍ ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ନିସର୍ତ୍ତ ସମର୍ଥନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭାରତ-ଚୀନ୍ ଏଲ୍.ଏ.ସିରେ ଚୀନ୍ ସୈନ୍ୟମାନଙ୍କର ଭୀରୁ ଓ କାପୁରୁଷତା ଆକ୍ରମଣକୁ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।ପାର୍ଟିର ସଭାପତି ଶ୍ରୀ ରମେଶ
Read more


