ମଲ୍ଲୀଝରପଲ୍ଲୀରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପୁଣି ଥରେ ଖୋଲିବା ଏବଂ କରାଖାଲ ସୌରା ସାହିର ବସ୍ତିର ବିଭିନ୍ନ ସୁବଧା ପ୍ରଦାନ କରିବା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା): ଧରାକୋଟ ବ୍ଲକ ଶରଧାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରାଖାଲ ସୌରା ବସ୍ତିକୁ ପାନୀୟ ଜଳ , ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଓ ପକ୍କା ରାସ୍ତା
Read more


