ମହାକାଳପଡା ବ୍ଲକରେ ଚାଲିଥିବା ଦୁର୍ନୀତି ଓ ଲାଞ୍ଚ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକରେ ଚାଲିଥିବା ଦୁର୍ନୀତି ଓ ଲାଞ୍ଚ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୋଗକାରୀ ମହିଳା ଓ ପୁରୁଷମାନେ ଧାରଣାରେ
Read more