ଗଜପତିରେ କରୋନା ସଂକ୍ରମଣ ୧୭ଜଣ ପଜିଟିଭ୍ ଚିହ୍ନଟ,ମୋଟ ସଂଖ୍ୟା ୩୦୯୪

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୭ଜଣକୁ ମିଶାଇ ସଂଖ୍ୟା ୩୦୯୪ରେ ପହଞ୍ଚିଛି

Read more

Advertisement

ଏବେ ଏବେ