ମୟୂରଭଂଜରେ ଲୌହଖଣିରେ ବେକାର ଯୁବକଙ୍କୁ ନିଯୁକ୍ତି, ରୋଜଗାର ଓ ଶିଳ୍ପ ନେଇ ଭଂଜସେନାର ଏକ ଦିବସୀୟ ଅହରାତ୍ର ଅର୍ଥନୈତିକ ଅବରୋଧ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସୁଲାଇପାଟ, ଗୋରୁମହିଷାଣୀ, ବାଦାମପାହାଡ ଲୌହଖଣି ଦିର୍ଘବର୍ଷ ଧରି ଚାଲୁଛି ।ହେଲେ ଦୀପ ତଳ ଅନ୍ଧାର ଭଳି ଏହି ଲୌହ ଆଣି
Read more


